ପ୍ରଭୁତ୍ୱ Prabhutwa

  • ସଂ. ବି—[ପ୍ରଭୁ+ଭାବ. ତା (ତ୍ୱ)] — ଆଧିପତ୍ୟ — Supremacy; mastery; ownership
  • ସଂ. ବି—[ପ୍ରଭୁ+ଭାବ. ତା (ତ୍ୱ)] — କ୍ଷମତା; ଅଧିକାର — Dominion; power
  • ସଂ. ବି—[ପ୍ରଭୁ+ଭାବ. ତା (ତ୍ୱ)] — ପ୍ରାଧାନ୍ୟ; ମହତ୍ତ୍ୱ — Greatness
  • ସଂ. ବି—[ପ୍ରଭୁ+ଭାବ. ତା (ତ୍ୱ)] — ରାଜତ୍ୱ; ରାଜ୍ୟଶାସନ — Sovereignty; kingship; government
  • ସଂ. ବି—[ପ୍ରଭୁ+ଭାବ. ତା (ତ୍ୱ)] — ଶାସନାଧିକାର (ହି. ଶ) — Right of ruling