ପ୍ରଭୃତି Parbhṛuti
- ସଂ. ଅ. (ପ୍ର+ଭୃ ଧାତୁ= ପୋଷଣ କରିବା+ଭାବ. ତି; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ଆଦି; ଇତ୍ୟାଦି; ଆଦିକରି; ଏବଂ ଅନ୍ୟମାନେ; ଓଗର — Etcetera (etc); and others
- ସଂ. ଅ. (ପ୍ର+ଭୃ ଧାତୁ= ପୋଷଣ କରିବା+ଭାବ. ତି; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ଅବଧି; ରୁ; ଠାରୁ; — From; after; forth; forward
- ସଂ. ଅ. (ପ୍ର+ଭୃ ଧାତୁ= ପୋଷଣ କରିବା+ଭାବ. ତି; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — (ଯଥା—ଅଦ୍ୟ ପ୍ରଭୃତି ମୁଁ ଆପଣଙ୍କର ଦାସ ହେଲି।)
- ସଂ. ଅ. (ପ୍ର+ଭୃ ଧାତୁ= ପୋଷଣ କରିବା+ଭାବ. ତି; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — ରକମ — kind
- ସଂ. ଅ. (ପ୍ର+ଭୃ ଧାତୁ= ପୋଷଣ କରିବା+ଭାବ. ତି; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ) — [ଦ୍ର—ପ୍ରଭୃତି ଶବ୍ଦ ସଂସ୍କୃତରେ ଅନ୍ୟ ଶବ୍ଦ ପରେ ବିଶେଷଣ ରୂପେ ବ୍ୟବହୃତ ହୁଏ; ଯଥା—ରାମ ପ୍ରଭୃତୟଃ ସର୍ବେ=ରାମ ଆଦି ସମସ୍ତେ।]