ପ୍ରଭୁ Prabhu
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — ବିଷ୍ଣୁ; ଭଗବାନ୍; ଈଶ୍ୱର — Bishṇu. God
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — ରାଜା — King; sovereign
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — ପତି; ଭର୍ତ୍ତା — Husband
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — ଅଧିପତି; ସ୍ୱାମୀ — Lord; master
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — [ଦ୍ର—ଅନୁଗ୍ରହ ନିଗ୍ରହ କରିବାକୁ ସମର୍ଥ; ଯାହାଙ୍କ ହାତରେ କାହାର ରକ୍ଷା, ଦଣ୍ଡ ଓ ପୁରସ୍କାର ବିଧାନର ଭାର ଥାଏ ସେହି ତାହାର ପ୍ରଭୁ ଅଟନ୍ତି।]
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — ମାଲିକ; ଅଧିକାରୀ — Owner; proprietor
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — ଶବ୍ଦ — Sound
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — ପାରଦ — Mercury
- ସଂ. ବି—(ପ୍ର+ଭୂ ଧାତୁ+କର୍ତ୍ତୃ. ଉ) — (ନାମ) ଅଷ୍ଟମ ମନ୍ୱନ୍ତରର ଏକ ଦେବଗଣ — A class of Deities of the th cycle of the creation
- ସଂ. ବିଣ — ସମର୍ଥ — Able; capable
- ସଂ. ବିଣ — ଶକ୍ତ — Strong
- ସଂ. ବିଣ — ନିତ୍ୟ; ଚିରନ୍ତନ — Eternal