ପ୍ରଭେଦକ Prabhedaka

  • ସଂ. ବିଣ. (ପ୍ର+ଭିଦ୍ ଧାତୁ+କର୍ତ୍ତୃ. ଅକ) — ଯେ ଭେଦ କରେ — Distinguishing
  • ସଂ. ବିଣ. (ପ୍ର+ଭିଦ୍ ଧାତୁ+କର୍ତ୍ତୃ. ଅକ) — ପାର୍ଥକ୍ୟସାଧକ — Separating
  • ସଂ. ବିଣ. (ପ୍ର+ଭିଦ୍ ଧାତୁ+କର୍ତ୍ତୃ. ଅକ) — ଯାହା ବିନ୍ଧି ଦିଏ ବା ଫୁଟାଇ ଦିଏ — Piercing