ପ୍ରବାହ Prabāha

  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ସ୍ରୋତଃ; ଜଳଧାରା — Current; stream; flow
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ଧାରା; ଶ୍ରେଣୀ — Series; continuous line
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ଅବିଚ୍ଛେଦ ଗତି — Continuous motion
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ଚିନ୍ତାସ୍ରୋତଃ — Continuous train of thought (Howells)
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ପ୍ରବୃତ୍ତି — Activity; engagement; action
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ବିସ୍ତାର — Circulation; promulgation; extent
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ପରମ୍ପରାଗତ ବ୍ୟବହାର; ଚିରନ୍ତନୀ ରୀତି — Usage; traditional custom
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ଅବିଚ୍ଛିନ୍ନତା; ଧାରାବାହିକତା — Continuity; unbroken succession
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ଦ୍ରୁତଗାମୀ ଘୋଟକ — A swift horse
  • ସଂ. ବି. (ପ୍ର+ବହ୍ ଧାତୁ+କର୍ତ୍ତୃ. ଅ) — ପୁଷ୍କରିଣୀ — A pond; tank