ପ୍ରବାହିତ Prabāhita
- ସଂ. ବିଣ—(ପ୍ରବାହ+ଇତ) — ଧାରାବାହିକ — Successive
- ସଂ. ବିଣ—(ପ୍ରବାହ+ଇତ) — ଧାରରେ ବହିଯାଉଥିବା — Flowing; running
- ସଂ. ବିଣ—(ପ୍ରବାହ+ଇତ) — ପ୍ରବାହବିଶିଷ୍ଟ; ସ୍ରୋତବିଶିଷ୍ଟ — Having a current
- ସଂ. ବିଣ—(ପ୍ରବାହ+ଇତ) — ଯାହାକୁ ବୁହାଇ ନିଆଯାଇଅଛି — Carried; borne
- ସଂ. ବିଣ—(ପ୍ରବାହ+ଇତ) — ସ୍ରୋତଃ ଦ୍ୱାରା ବାହିତ (ଜଳାଦି) — (Water) Made to flow in a current