ପ୍ରବାସନ Prabāsana
- ସଂ. ବି — (ପ୍ର+ବସ୍ ଧାତୁ. ଣିଚ୍=ବାସି ଧାତୁ+ଭାବ. ଅନ)—ନିର୍ବାସନ; କୌଣସି ବ୍ୟକ୍ତିକୁ ବିଦେଶକୁ ପଠାଇବା — Sending a person abroad; exiling a person
- ସଂ. ବି — (ପ୍ର+ବସ୍ ଧାତୁ+ଭାବ.ଅ) ବିଦେଶରେ ବାସ କରିବା — Living in a foreign land; sojourning
- ସଂ. ବି — ମାରଣ; ବଧ; ହତ୍ୟା — Killing; slaughter