ପ୍ରବାହିନୀ Prabāhinī

  • ସଂ. ବିଣ. ସ୍ତ୍ରୀ—(ପ୍ର+ବହ୍ ଧାତୁ +କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ପ୍ରବାହୀର ସ୍ତ୍ରୀଲିଙ୍ଗ — Feminine of Prabāhī
  • ସଂ. ବି. ସ୍ତ୍ରୀ — ସ୍ରୋତସ୍ୱିନୀ; ନଦୀ — River