ପ୍ରବାହିକା Prabāhikā

  • ସଂ. ବି—(ପ୍ର+ବହ୍ ଧାତୁ ଣିଜନ୍ତ ବାହି ଧାତୁ+କର୍ତ୍ତୃ. ଅକ +ସ୍ତ୍ରୀ. ଆ) — ଗ୍ରହଣୀ ରୋଗ; ଉଦରାମୟ; ଶୂଳା ଝାଡ଼ା — Diarrhœa
  • ସଂ. ବିଣ. ସ୍ତ୍ରୀ — ପ୍ରବାହକର ସ୍ତ୍ରୀଲିଙ୍ଗ — Feminine of Prabāhaka