ପ୍ରଦେହ Pradeha

  • ସଂ. ବି. (ପ୍ର+ଦିହ୍ ଧାତୁ+ଭାବ. ଅ) — ପ୍ରଲେପନ; ଲେପିବା — Smearing: anointing
  • ସଂ. ବି. (ପ୍ର+ଦିହ୍ ଧାତୁ+ଭାବ. ଅ) — (+କର୍ମ. ଅ) ମଲମ; ପ୍ରଲେପ — An unguent; unction; ointment
  • ସଂ. ବି. (ପ୍ର+ଦିହ୍ ଧାତୁ+ଭାବ. ଅ) — ସୁଶ୍ରୁତୋକ୍ତ ବ୍ୟଞ୍ଜନବିଶେଷ (ହି. ଶ) — A kind of curry