ପ୍ରଦେଶୀ Pradeṡī

  • ଦେ. ବିଣ. (ସଂ. ପରଦେଶୀୟ) — ବିଦେଶୀୟ — Belonging to a foreign country;
  • ଦେ. ବିଣ. (ସଂ. ପରଦେଶୀୟ) — ପ୍ରବାସୀ — 1. Sojourning; living abroad
  • ଦେ. ବି — ବିଦେଶୀୟ ବ୍ୟକ୍ତି — Foreigner
  • ଦେ. ବି — ପ୍ରବାସୀ ଲୋକ — Sajourner
  • ସଂ. ବିଣ. (ପ୍ରଦେଶ+ଈ) ପ୍ରଦେଶ ସମ୍ବନ୍ଧୀୟ — Provincial