ପ୍ରଦ୍ୟୋତନ Pradyotana
- ସଂ. ବିଣ. (ପ୍ର+ଦ୍ୟୁତ୍ ଧାତୁ+କର୍ତ୍ତୃ. ଅନ) — ଦ୍ୟୋତନଶୀଳ; ଉଜ୍ଜ୍ୱଳ; ଜଳୁଥିବା — Blazing; radiant
- ସଂ. ବିଣ. (ପ୍ର+ଦ୍ୟୁତ୍ ଧାତୁ+କର୍ତ୍ତୃ. ଅନ) — (ପ୍ର+ଦ୍ୟୁତ୍ ଧାତୁ ଣିଚ୍+କର୍ତ୍ତୃ. ଅନ)— ଯହା ଉଜ୍ଜ୍ୱଳ ବା ଆଭାମୟ କରେ — Illuminating; brightening
- ସଂ. ବି — (+ଭାବ. ଅନ) ଆଭା; ଓୌଜ୍ଜଲ୍ୟ — Lustre; radiance; blaze
- ସଂ. ବି — (+କର୍ତ୍ତୃ. ଅନ) ସୂର୍ଯ୍ୟ — The sun