ପ୍ରଦ୍ୟୁତିତ Pradyutita

  • ସଂ. ବିଣ. (ପ୍ର+ଦ୍ୟୁତିତ) — ପ୍ରଜ୍ୱଳିତ — Ignited; illuminated
  • ସଂ. ବିଣ. (ପ୍ର+ଦ୍ୟୁତିତ) — ପ୍ରକାଶିତ — Manifested