ପ୍ରଦେଶୀୟ Pradeṡīya
- ସଂ. ବିଣ. (ପ୍ରଦେଶ+ସମ୍ବନ୍ଧାର୍ଥରେ. ଈୟ) — ପ୍ରଦେଶ ସମ୍ବନ୍ଧୀୟ; ପ୍ରାଦେଶିକ — Provincial; relating to a province
- ସଂ. ବିଣ. (ପ୍ରଦେଶ+ସମ୍ବନ୍ଧାର୍ଥରେ. ଈୟ) — (ଅମୁକ) ପ୍ରଦେଶବାସୀ — Belonging to or residing in (such and such) a province
- ସଂ. ବିଣ. (ପ୍ରଦେଶ+ସମ୍ବନ୍ଧାର୍ଥରେ. ଈୟ) — (ଅମୁକ) ପ୍ରଦେଶରେ ପ୍ରଚଳିତ — Current in a particular province
- ସଂ. ବିଣ. (ପ୍ରଦେଶ+ସମ୍ବନ୍ଧାର୍ଥରେ. ଈୟ) — ଦେଶାଂଶ ବିଶେଷ ପ୍ରଚଳିତ (ବାକ୍ୟ) — Provincial (word)