ପ୍ରଦେଶୀୟ କର Pradeṡīya kara

  • ଦେ. ବି — ଇଂରେଜ ସରକାର ଜମିଦାରଙ୍କଠାରୁ ରାଜସ୍ୱ ଛଡ଼ା ଆଦାୟ କରିବା ଶୁଳ୍କ- ବିଶେଷ — A kind of cess realised by Government from Zamindars besides land-revenue
  • ଦେ. ବି — ପ୍ରଦେଶବାସୀଙ୍କଠାରୁ ଆଦାୟ ହେବା ରାଜସ୍ୱ — Provincial rate