ପ୍ରକୋପ Prakopa
- ସଂ. ବି—(ପ୍ର+କୁପ୍ ଧାତୁ+ଭାବ. ଅ) — ଅତିଶୟ କୋପ — Turbulence; irritation; provocation
- ସଂ. ବି—(ପ୍ର+କୁପ୍ ଧାତୁ+ଭାବ. ଅ) — ଆଧିକ୍ୟ — Inclemency; fury; excess
- ସଂ. ବି—(ପ୍ର+କୁପ୍ ଧାତୁ+ଭାବ. ଅ) — (ଯଥା—କଫ ପିତ୍ତାଦିର ପ୍ରକୋପ; ଶୀତର ପ୍ରକୋପ)
- ସଂ. ବି—(ପ୍ର+କୁପ୍ ଧାତୁ+ଭାବ. ଅ) — କଠୋରତା; ଉତ୍କଟତା; (ରୋଗର) ଆଧିକ୍ୟ — Severity (of a disease); rage (of a disease)
- ସଂ. ବି—(ପ୍ର+କୁପ୍ ଧାତୁ+ଭାବ. ଅ) — (ଯଥା—ଜ୍ୱରର ପ୍ରକୋପ)
- ସଂ. ବି—(ପ୍ର+କୁପ୍ ଧାତୁ+ଭାବ. ଅ) — ଶରୀରରେ ବାତ, ପିତ୍ତ ବା କଫାଦିର ବୃଦ୍ଧି — Vitiation or excess of the humours in the system
- ସଂ. ବି—(ପ୍ର+କୁପ୍ ଧାତୁ+ଭାବ. ଅ) — ଭୟଙ୍କର ରାଗ; କ୍ରୋଧାନ୍ଧତା — Violence of anger; exasperation