ପ୍ରକେତ Praketa

  • ସଂ. ବିଣ—(ପ୍ର+ କିତ୍ ଧାତୁ ଣିଚ୍ କେତ୍ ଧାତୁ=ଜଣାଇବା+ କର୍ତ୍ତୃ. ଅ) — ବିଶେଷ ରୂପେ ଜ୍ଞାପକ (ଜ୍ଞାନେନ୍ଦ୍ର) — Particularly indicative
  • ସଂ. ବି — ପ୍ରକୃଷ୍ଟ ସୁଖ ସାଧନ (ଜ୍ଞାନେନ୍ଦ୍ର) — The attainment or accomplishment of supreme good