ପ୍ରକୃଷ୍ଟ Prakṛushṭa

  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ଉତ୍କୃଷ୍ଟ; ଉତ୍ତମ — Excellent; superior; pre-eminent
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ପ୍ରଶଂସନୀୟ — Praiseworthy
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ଟଣା ଯାଇଥିବା; ଆକର୍ଷିତ; ଆକୃଷ୍ଟ — Attracted; drawn forth
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ବହୁକାଳବ୍ୟାପୀ — Long; protracted
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ବହୁଦୂରବ୍ୟାପୀ — Long in space
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ଅତ୍ୟାଚାରିତ — Harassed
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ବେଦନା ପ୍ରାପ୍ତ — Distracted
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ମୁଖ୍ୟ; ପ୍ରଧାନ (ହି. ଶ) — Chief; principal
  • ସଂ. ବିଣ—(ପ୍ର+କୃଷ୍ ଧାତୁ+କର୍ମ. ତ) — ପ୍ରଶସ୍ତ (ଜ୍ଞାନେନ୍ଦ୍ର) — Extensive; wide