ପ୍ରକୋପନ Prakopana
- ସଂ. ବିଣ (ପ୍ର+କୁପ୍ ଧାତୁ, ଣିଚ କୋପି ଧାତୁ+କର୍ତ୍ତୃ ଅନ) — ଉତ୍ତେଜକ — Provocating; irritating
- ବି. (+ ଭାବ ଅନ) — ଉତ୍ତେଜନ — Provocation
- ବି. (+ ଭାବ ଅନ) — ବର୍ଦ୍ଧନ — Increasing
- ବି. (+ ଭାବ ଅନ) — ଅଗ୍ନି ପ୍ରଭୃତିକୁ ତେଜିବା (ଜ୍ଞାନେନ୍ଦ୍ର) — Stimulation or trimming of fire etc