ପ୍ରକୋଷ୍ଠ Prakoshṭha

  • ସଂ. ବି (ପ୍ର+କୁଷ୍ ଧାତୁ=ସଂଲଗ୍ନ ହେବା+ସଂଜ୍ଞାର୍ଥେ ଠ) — କହୁଣି ତଳରୁ ହାତ ଗଣ୍ଠି ପର୍ଯ୍ୟନ୍ତ ହସ୍ତାଂଶ; ନଳିହାତ — The part of the hand between the elbow and the wrist; the forearm
  • ସଂ. ବି (ପ୍ର+କୁଷ୍ ଧାତୁ=ସଂଲଗ୍ନ ହେବା+ସଂଜ୍ଞାର୍ଥେ ଠ) — ରାଜପ୍ରାସାଦର ସଦର ଫାଟକ ପାଖରେ ଥିବା କୋଠରୀ — A room adjoining the main gate of a palace (M.W.)
  • ସଂ. ବି (ପ୍ର+କୁଷ୍ ଧାତୁ=ସଂଲଗ୍ନ ହେବା+ସଂଜ୍ଞାର୍ଥେ ଠ) — କକ୍ଷ; ଗୃହ; କୋଠରୀ — Room; compartment
  • ସଂ. ବି (ପ୍ର+କୁଷ୍ ଧାତୁ=ସଂଲଗ୍ନ ହେବା+ସଂଜ୍ଞାର୍ଥେ ଠ) — ଚଉକାଠ — The frame of a door
  • ସଂ. ବି (ପ୍ର+କୁଷ୍ ଧାତୁ=ସଂଲଗ୍ନ ହେବା+ସଂଜ୍ଞାର୍ଥେ ଠ) — ଦ୍ୱାରର ପାର୍ଶ୍ୱସ୍ଥ ଗୃହ — Side room; a room by the side of a door
  • ସଂ. ବି (ପ୍ର+କୁଷ୍ ଧାତୁ=ସଂଲଗ୍ନ ହେବା+ସଂଜ୍ଞାର୍ଥେ ଠ) — ଚତ୍ୱର; ଚଉରୀ; ଅଗଣା; ଚାରି ପାଖରେ କୋଠାଥିବା ଅଗଣା; ମହଲ — A courtyard; quadrangle; a courtyard having houses on all sides