ପ୍ରକ୍କାଣ Prakkāṇa

  • ସଂ. ବି (ପ୍ର+କ୍ୱଣ୍ ଧାତୁ=ଶବ୍ଦ କରିବା+ଭାବ. ଅ) — ଧ୍ୱନି; ଶବ୍ଦ — Sound; noise
  • ସଂ. ବି (ପ୍ର+କ୍ୱଣ୍ ଧାତୁ=ଶବ୍ଦ କରିବା+ଭାବ. ଅ) — ବୀଣାର ଧ୍ୱନି — The sound or tune of a harp