ପୂଜେଇବା Pūjeibā

  • ଦେ. ବି. — ପୂଜା କରାଇବା — To make or offer offerings
  • ଦେ. ବି. — ବଲ୍ଲଭ ସ୍ଥାନେ ପୂଜାଇ ଲବଣ ଚାମରୀ—ଭଞ୍ଜ. ବୈଦେହୀଶବିଳାସ।
  • ଦେ. ବି. — ପୂଜିବା କ୍ରିୟାର ଣିଜନ୍ତରୂପ — The causative form of Pūjibā