ପୂଜ୍ୟପଦ Pūjyapada

  • ସଂ. ବିଣ. ପୁଂ (ବହୁବ୍ରୀହି; ପୂଜ୍ୟ ଅଟେ ପଦ ଯାହାଙ୍କର) — ପରମ ପୂଜନୀୟ; ଯାହାଙ୍କ ଚରଣ ବନ୍ଦନୀୟ; ପରମାରାଧ୍ୟ — Much revered; very venerable