ପୂଜୋପକରଣ Pūjopakaraṇa

  • ସଂ. ବି. ( 6 ଷ୍ଠୀ ତତ୍; ପୂଜା+ଉପକରଣ) — ପୂଜା ସାମଗ୍ରୀ — The materials for service or worship of a Deity
  • ସଂ. ବି. ( 6 ଷ୍ଠୀ ତତ୍; ପୂଜା+ଉପକରଣ) — ପୂଜାର ଅଙ୍ଗ — The different parts or stages in the ritual of worshipping a Deity