ପୂଜ୍ୟମାନ Pūjyamāna

  • ସଂ. ବିଣ. ପୁଂ. (ପୂଜ୍ ଧାତୁ+କର୍ମ. ମାନ) — ପୂଜ୍ୟ — Venerable
  • ସଂ. ବିଣ. ପୁଂ. (ପୂଜ୍ ଧାତୁ+କର୍ମ. ମାନ) — ସେବ୍ୟମାନ; ଯାହାଙ୍କୁ ପୂଜା କରା ଯାଉଛି — Being worshipped; revered; venerated