ପୂଜାର୍ହ Pūjārha

  • ସଂ. ବିଣ. ପୁଂ. (ପୂଜା+ଅର୍ହ୍ ଧାତୁ=ଯୋଗ୍ୟ ହେବା+କର୍ତ୍ତୃ. ଅ) — ପୂଜିତ ହେବାର ଯୋଗ୍ୟ; ପୂଜ୍ୟ; ସମ୍ମାନଭାଜନ — Respectable; worshipable; deserving homage