ପୂଜିତ Pūj̄ita
- ସଂ. ବିଣ. ପୁଂ. (ପୂଜ୍ ଧାତୁ+କର୍ମ. ତ) — ଯାହାଙ୍କୁ ପୂଜା କରାଯାଇ ଅଛି; ଅର୍ଚ୍ଚିତ — Worshipped; adored
- ସଂ. ବିଣ. ପୁଂ. (ପୂଜ୍ ଧାତୁ+କର୍ମ. ତ) — ସତ୍କୃତ; ସେବିତ — Entertained
- ସଂ. ବିଣ. ପୁଂ. (ପୂଜ୍ ଧାତୁ+କର୍ମ. ତ) — ସମ୍ମାନିତ — Respected; revered
- ସଂ. ବିଣ. ପୁଂ. (ପୂଜ୍ ଧାତୁ+କର୍ମ. ତ) — ପ୍ରଶଂସିତ — Praised; eulogised