ପୁଲୋମ Puloma
- ସଂ. ବି. ପୁଂ (ପୁଲୋମନ୍ ଶବ୍ଦ 1 ମା. 1 ବ.) — ଇନ୍ଦ୍ରଙ୍କ ଶ୍ୱଶୁର ଓ ଶଚୀଙ୍କ ପିତା; ଦୈତ୍ୟବିଶେଷ — 1. Name of the father-in-law of Indra
- ସଂ. ବି. ପୁଂ (ପୁଲୋମନ୍ ଶବ୍ଦ 1 ମା. 1 ବ.) — [ଦ୍ର—ଏହାଙ୍କୁ ଇନ୍ଦ୍ର ବଧ କରି ଶଚୀଙ୍କୁ ପତ୍ନୀରୂପେ ଆଣିଥିଲେ—
- ସଂ. ବି. ପୁଂ (ପୁଲୋମନ୍ ଶବ୍ଦ 1 ମା. 1 ବ.) — ବଚ — Achorus calamus (M.W.)