ପୁଲିସ୍ ସର୍ଜନ୍ Pulis sarjan

  • ବୈଦେ. ବି. (ଇଂ. ପୁଲିସ୍+ସର୍ଜେଣ୍ଟ୍) — ଇଉରୋପୀୟ କନିଷ୍ଟବଳ — Police sarjeant
  • ବୈଦେ. ବି. (ଇଂ. ପୁଲିସ୍+ସର୍ଜେଣ୍ଟ୍) — (ଇଂ ପୁଲିସ+ ସର୍ଜନ୍)—ଯେଉଁ ଡାକ୍ତର ପୁଲିସ ଚାଲାଣି ମକଦମାର ଆହତ ବ୍ୟକ୍ତିକୁ ବା ଶବକୁ ମାଇନା କରନ୍ତି — Police surgeon