ପୁଲୋମଜିତ୍ Pulomajit

  • ସଂ. ବି—(ପୁଲୋମନ୍+ଜି ଧାତୁ+କର୍ତ୍ତୃ. କ୍ୱିପ୍; ଏ ପୁଲୋମା ନାମକ ଦୈତ୍ୟକୁ ପରାଜିତ ଓ ବଧ କରି ତାହାର କନ୍ୟା ଶଚୀ ଦେବୀଙ୍କୁ ହରଣ କରି ଆଣିଥିବାରୁ) — ଇନ୍ଦ୍ର — God Indra