ପୁଲୁକିବା Pulukibā
- ଦେ. କ୍ରି. (ସଂ. ପୁଲକ) — ଦେହ ରୋମାଞ୍ଚିତ ହେବା; ରୁମ ଟାଙ୍କୁରି ଉଠିବା; ପୁଲକିତ ହେବା — To have one's hairs standing on ends
- ଦେ. କ୍ରି. (ସଂ. ପୁଲକ) — ଫୁଲଛତି ଫୁଲ ବିତାନେ ଅନାଇ ପୁଲକି ଉଠଇ ହିଆ— ଦୀନକୃଷ୍ଣ. ଜଗମୋହନ।
- ଦେ. କ୍ରି. (ସଂ. ପୁଲକ) — ହର୍ଷୋତ୍ଫୁଲ୍ଲ ହେବା; ଆନନ୍ଦିତ ହେବା; ଆହ୍ଲାଦିତ ହେବା — To be thrilled with joy
- ଦେ. କ୍ରି. (ସଂ. ପୁଲକ) — (ଫୁଲ) ପ୍ରଷ୍ଫୁଟିତ ହେବା — To be blown (said of flowers); to become full blown