ପୁଲିସ୍ ହୁଲିଆ Pulis huliā
- ବୈଦେ. ବି. (ଇଂ. ପୁଲିସ୍+ଇ. ହାଲ୍ଲୋ; ତୁଳ. ସଂ. କୋଳାହଳ) — ନିରୁଦ୍ଦିଷ୍ଟ ବ୍ୟକ୍ତି ବା ଅପରାଧୀ ବା ବସ୍ତୁକୁ ଖୋଜି ପାଇବା ନିମନ୍ତେ ତହିଁର ପରିଚାୟକ ବିବରଣ ବର୍ଣ୍ଣନା ପୂର୍ବକ ପୁଲିସରେ ଦିଆଯିବା ବିଜ୍ଞାପନ — Police Halloo; the detailed description of a missing thing or person given to the Police to enable the police to trace the same