ପୁଲୋମଜା Pulomajā

  • ସଂ. ବି. ସ୍ତ୍ରୀ—(ପୁଲୋମନ୍+ଜନ୍ ଧାତୁ+ଅ+ସ୍ତ୍ରୀ. ଆ) — ଶଚୀ; ପୁଲୋମ ନାମକ ଦୈତ୍ୟର କନ୍ୟା; ଇନ୍ଦ୍ରପତ୍ନୀ — Sachī (the official and traditional) wife of God Indra