ପୁରୁଷେ Purushe

  • ଦେ. ବିଣ. — ପୁରୁଷର ଉଚ୍ଚତାଠାରୁ ଏକ ହାତ ଉଚ୍ଚ ବା ଗଭୀର — As high or deep as a man with his arms and fingers raised up
  • ଦେ. ବିଣ. — (ଯଥା—ଏ ପୋଖରୀରେ ପୁରୁଷେ ପାଣି ଅଛି।)
  • ଦେ. ବି. — ବଂଶର ଏକ ପୁରୁଷର ଜୀବିତ କାଳ — Life-time of one generation
  • ଦେ. ବି. — (ଯଥା—ମିଶ୍ରବଂଶ ଜମିଦାରୀ ପୁରୁଷେ ମାତ୍ର ଭୋଗ କଲେ।)