ପୁରୁଷାୟୁଷ Purushāyusha

  • ସଂ. ବି. (ପୁରୁଷ+ଆୟୁସ୍+ଅ) — ମନୁଷ୍ୟର ପୂର୍ଣ୍ଣ ପରମାୟୁ ଶହେ ବର୍ଷ (ହି. ଶ.) — A period of 100 years