ପୁରୁଷୋତ୍ତମ Purushottama
- ସଂ. ବି. (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ) — ପୁରୁଷଶ୍ରେଷ୍ଠ; ନରପୁଙ୍ଗବ — Best of men; chief among men; an eminent man
- ସଂ. ବି. (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ) — ଭଗବାନ, ବିଷ୍ଣୁ — Bishṇu
- ସଂ. ବି. (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ) — ଜୈନ ବିଶେଷ — Name of a Ja̱ina Saint
- ସଂ. ବି. (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ) — ଜଗନ୍ନାଥ କ୍ଷେତ୍ର; ଶ୍ରୀକ୍ଷେତ୍ର; ନୀଳାଚଳ ଧାମ; ପୁରୀ — The town of Puri, the seat of Lord Jagannath
- ସଂ. ବି. (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ) — କହିଲି ସେ ପୁରୁଷୋତ୍ତମ ନିତ୍ୟ ରାହାସ ଅନୁପମ। ଯଶୋବନ୍ତ—ପ୍ରେମଭକ୍ତି ବ୍ରହ୍ମଗୀତା।
- ସଂ. ବି. (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ) — ଶତ୍ରୁ ମିତ୍ର ଆଦିଙ୍କ ପ୍ରତି ସର୍ବଦା ଉଦାସୀନ; ନିଷ୍ପାପ ପୁରୁଷ (ହି. ଶ) — 6. A sinless person who is indifferent alike to a friend or foe
- ସଂ. ବି. (ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବା ଶ୍ରେଷ୍ଠ) — ମଳମାସ; ଅଧିମାସ (ହି. ଶ) — An intercalary month