ପୁରୁଷାୟିତ Purushāyita

  • ସଂ. ବି. (ପୁରୁଷ+ଆୟ+ଇତ୍) — ପୁରୁଷାଇତ (ଦେଖ) — Purushāita (See)
  • ସଂ. ବି. (ପୁରୁଷ+ଆୟ+ଇତ୍) — ବନ୍ଧରେ ଯେ ସୁଖଚକ୍ର ପୁରୁଷାୟିତ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. (ପୁରୁଷ+ଆୟ+ଇତ୍) — ପୁରୁଷ ପରି କର୍ମ କରିବା — Acting like a man (Apte)
  • ସଂ. ବି. (ପୁରୁଷ+ଆୟ+ଇତ୍) — ମନୁଷ୍ୟୋଚିତ ଆଚରଣ — Manly conduct (Apte)