ପୁରୁଷୋତ୍ତମ ପାଢ଼ୀ Purushottama pāṟḍ̠ẖī

  • ଦେ. ବି. (ନାମ) — ଜନୈକ ସଂସ୍କୃତ ଟୀକାକାର — Name of an Oriya Commentator
  • ଦେ. ବି. (ନାମ) — [ଦ୍ର—'ଅନାର୍ଘ୍ୟରାଘବ ଟୀକା' ଏହାଙ୍କ ରଚିତ ଗ୍ରନ୍ଥ—ତାରିଣୀ, ଉତ୍କଳ ସାହିତ୍ୟ ଇତିହାସ।]