ପୁଟକିନୀ Puṭakinī

  • ସଂ. ବି—(ପୁଟକ+ଇନ୍+ସ୍ତ୍ରୀ. ଈ) — ପଦ୍ମିନୀ; ପଦ୍ମ ସମୂହ — A collection of lotus flowers
  • ସଂ. ବି—(ପୁଟକ+ଇନ୍+ସ୍ତ୍ରୀ. ଈ) — ପଦ୍ମଲତା; ପଦ୍ମନାଡ଼ — The stem of lotus plant