ପୁଟ ଭେଦନ Puṭa bhedana
- ସଂ. ବି — ନଗର; ସହର — Town; city
- ସଂ. ବି — କେଉଁ ସତୀ ସେ ପୁଟ—ଭେଦନେ ଅଛି ନଟ—ବର ସ୍ନେହୁ ନିପଟ ହୋଇ ନିରାଶ। କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି — ଆତୋଦ୍ୟ; ଏକ ପ୍ରକାର ବାଜା — A kind of musical instrument (Apte)
- ସଂ. ବି — (ଆଖି ପତା) ମେଲା କରିବା — The parting of the eyelids; opening (Apte)
- ସଂ. ବି — ଜଳାବର୍ତ୍ତ — Whirlpool; eddy (Apte)