ପୁଟ ଭେଦ Puṭa bheda

  • ସଂ. ବି. ( 6 ଷ୍ଠୀ ତତ୍; ପୁଟ=ପରସ୍ପର ସଂଯୋଜନ+ ଭେଦ=ଭେଦନ) — ନଦୀର ବକ୍ରଗତି — The zigzag course of a river
  • ସଂ. ବି. ( 6 ଷ୍ଠୀ ତତ୍; ପୁଟ=ପରସ୍ପର ସଂଯୋଜନ+ ଭେଦ=ଭେଦନ) — ନଗର — City
  • ସଂ. ବି. ( 6 ଷ୍ଠୀ ତତ୍; ପୁଟ=ପରସ୍ପର ସଂଯୋଜନ+ ଭେଦ=ଭେଦନ) — ବୀଣା — Harp