ପୁଟ ପତ୍ର Puṭa patra

  • ଦେ. ବି — ଏକପ୍ରକାର ବନ୍ୟ ଗଛ — A kind of tree
  • ଦେ. ବି — [ଦ୍ର—ଏହାର ପତ୍ରର କ୍ୱାଥ ସେବନ କରାଗଲେ ସ୍ତ୍ରୀମାନଙ୍କର ପ୍ରସବାନନ୍ତର ଜନ୍ମିବା ବିକାର, ଅର୍ଥାତ୍ ଜ୍ୱର, ଦାହ ଓ ଭ୍ରମ ପ୍ରଭୃତି ନିବାରିତ ହୁଏ—ଦ୍ରବ୍ୟଗୁଣ କଳ୍ପଦ୍ରୁମ। ]