ପୁଞ୍ଜୀକୃତ Pun̄jīkṛuta

  • ସଂ. ବିଣ. (ପୁଞ୍ଜ+ଅଭୂତ ତଦ୍ଭାବେ ଚ୍ୱି+କୃତ) — ଏକତ୍ର ଗଦା କରାଯାଇ ଥିବା; ଯାହା ପୂର୍ବରୁ ଇତସ୍ତତଃ ବିକ୍ଷିପ୍ତ ହୋଇଥିଲା ବର୍ତ୍ତମାନ ଗଦା କରାଯାଇ ଅଛି — Gathered together; made into a heap