ପୁଟଗ୍ରୀବ Puṭagrība
- ସଂ. ବି—(ବହୁବ୍ରୀହି; ପୁଟ+ଗ୍ରୀବା; ଯାହାର ଗ୍ରୀବାଦେଶ ଯୋଡ଼ା ହୋଇଅଛି) — ଗରା (ହି. ଶ) — Metal jar; pitcher (Apte)
- ସଂ. ବି—(ବହୁବ୍ରୀହି; ପୁଟ+ଗ୍ରୀବା; ଯାହାର ଗ୍ରୀବାଦେଶ ଯୋଡ଼ା ହୋଇଅଛି) — ତମ୍ବା ଗରା — A copper jar (Apte)
- ସଂ. ବି—(ବହୁବ୍ରୀହି; ପୁଟ+ଗ୍ରୀବା; ଯାହାର ଗ୍ରୀବାଦେଶ ଯୋଡ଼ା ହୋଇଅଛି) — ଗଡ଼ୁ — A spouted water-jug