ପାଟକ Pāṭaka
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ନଦ୍ୟାଦିର କୂଳ — The bank or shore of a river
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ଗ୍ରାମର ଅଂଶ; ଗ୍ରାମାର୍ଦ୍ଧ — Half portion or quarter of village
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ପଶାର ଗୋଟି ଚାଳିବା — The moving of the pieces in the game of dice
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ବାଦ୍ୟ ଯନ୍ତ୍ର — Musical instrument
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ବାଦ୍ୟ ଧ୍ୱନି — The sound of a musical instrument
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ରୋଧ — Obstruction
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ମୂଳଧନର କ୍ଷତି — Loss of capital or stock. (Apte)
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ପାଣି ନିକଟକୁ ଯିବା ପାଇଁ ରଚିତ ସୋପାନ ଶ୍ରେଣୀ — A flight of steps leading to the water (Apte)
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ପଶାକାଠି ଗଡ଼ାଇବା — Throwing the dice (Apte)
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ଫଟାଇବା ଅସ୍ତ୍ର — A splitter; divider (Apte)
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ଦୀର୍ଘ ଫାଙ୍କ — A long span (Apte)
- ସଂ. ବି. (ପଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ପଶା (ହି. ଶ.) — Dice