ପାଟ ସଉଦା Pāṭa saudā

  • ଦେ. ବି. — ପାଟରାମାନଙ୍କ ଦୋକାନରେ ବିକ୍ରି କରାଯିବା ରେସମ ଓ ତୁଳାର ସୂତା, ପାଟଫୁଲି, କରଧୁନି, ଧଡ଼ିଆ ଆଦି — Silk and cotton threads tassellated tapes; waste tapes etc sold by Pāṭarās