ପାଟ ମହାଦେଈ Pāṭa mahādeī

  • ଦେ. ବି. ସ୍ତ୍ରୀ. (ସଂ. ପଟ୍ଟ+ମହାଦେବୀ) — ପଟ୍ଟମହିଷୀ; ରାଜାଙ୍କର ପ୍ରଥମ ଓ ପ୍ରଧାନ ରାଣୀ — The chief wife of a Raja; the eldest Ranee
  • ଦେ. ବି. ସ୍ତ୍ରୀ. (ସଂ. ପଟ୍ଟ+ମହାଦେବୀ) — ତୁମ୍ଭେ ତାଙ୍କର ପୁଣି ପାଟ ମହାଦେଈ ହୋଇ ସୁଖ ଭୁଞ୍ଜିବ ଜାଣ କହୁଥାଇଁ—କୃଷ୍ଣଂସିଂହ. ମହାଭାରତ, ଶଲ୍ୟ।