ପାଟଣାଇ Pāṭaṇāi
- ଦେ. ବି — ପାଟଣା ଦେଶୀୟ — Belonging or appertaining to Patna
- ଦେ. ବି — (ଯଥା—ପାଟଣାଇ ଆଳୁ; ପାଟଣେଇ କୋବି।)
- ଦେ. ବି — ଜମିଦାରୀର ଅନ୍ତର୍ଗତ ଚିରସ୍ଥାୟୀ କର ଧାର୍ଯ୍ୟ ହୋଇଥିବା ମଧ୍ୟସ୍ୱତ୍ତ୍ୱ ଗ୍ରାମ ବା ମଉଜା — A village of which the rent payable by the tenure-holder is permanently settled