ପାଟ ଲୁଗା Pāṭa lugā

  • ଦେ. ବି—(ସଂ. ପଟ୍ଟବସ୍ତ୍ର) — ପଟ୍ଟବସ୍ତ୍ର — Silken cloth
  • ଦେ. ବି—(ସଂ. ପଟ୍ଟବସ୍ତ୍ର) — ପାଟଲୁଗା ଗୋଟିକେ ଚକ୍ଷୁକୁ ବାନ୍ଧିଲେ— କୃଷ୍ଣସିଂହ—ମହାଭାରତ—ଆଦି।
  • ଦେ. ବି—(ସଂ. ପଟ୍ଟବସ୍ତ୍ର) — [ଦ୍ର—ଏହିପରି ପାଟପିନ୍ଧା; ପାଟଶାଢ଼ୀ ଆଦି ଶବ୍ଦ ହୁଏ।]