ପାଚିବା Pāchibā

  • ଦେ. କ୍ରି. (ସଂ. ପଚ୍ ଧାତୁ) — (ଫଳାଦି) ପକ୍ୱ ହେବା — (a fruit) To ripen
  • ଦେ. କ୍ରି. (ସଂ. ପଚ୍ ଧାତୁ) — (କେଶ) ଶୁକ୍ଳ ହେବା — (the hair) To become grey
  • ଦେ. କ୍ରି. (ସଂ. ପଚ୍ ଧାତୁ) — (ଦେହ) ପ୍ରହାର ବା ଅତ୍ୟଧିକ ପରିଶ୍ରମ ଯୋଗୁଁ ବ୍ଯଥା— ଯୁକ୍ତ ହେବା — (the body) To become painful for over- exertion or beating
  • ଦେ. କ୍ରି. (ସଂ. ପଚ୍ ଧାତୁ) — (ବ୍ରଣ) ପୂଜେଇବା — (a boil) To suppurate
  • ଦେ. କ୍ରି. (ସଂ. ପଚ୍ ଧାତୁ) — (ନିଆଁରେ ଧାତୁଆଦି) ଲାଲ ହେବା — (a bit of metal) To become red-hot
  • ଦେ. କ୍ରି. (ସଂ. ପଚ୍ ଧାତୁ) — (ଗାମୁଛା, ଦାନ୍ତ) ରଞ୍ଜିତ ହେବା — (napkin, teeth) To become tinged red
  • ଦେ. କ୍ରି. (ସଂ. ପଚ୍ ଧାତୁ) — ଅତି ବୃଦ୍ଧ ହେବା — To become very old
  • ଦେ. କ୍ରି. (ସଂ. ପଚ୍ ଧାତୁ) — ଫଳରେ ପରିଣତ ହେବା — To result in
  • ଦେ. କ୍ରି. (ସଂ. ପଚ୍ ଧାତୁ) — (କଉଡ଼ି ବା ପଶାଖେଳରେ ଦାନ ପଡ଼ିବା ଦ୍ୱାରା) ଖେଳାଳିର ସାର ସବୁ ଘରଯାକ ଟପି ଶେଷ ମୁଣ୍ଡରେ ପହଞ୍ଚିବା — (the pieces in a game of dice or cowrie) To succeed in reaching the destination of the movements
  • ଦେ. କ୍ରି. (ସଂ. ପଚ୍ ଧାତୁ) — (ଲକ୍ଷଣାର୍ଥ) ଜମା ହେବା; ଏକତ୍ର ହେବା; ଜମିବା — To accumulate
  • ଦେ. କ୍ରି. (ସଂ. ପଚ୍ ଧାତୁ) — ନେତ୍ର ପୁଣ୍ୟ ଫଳ ପାଚୁଥିଲା—କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. କ୍ରି. (ସଂ. ପଚ୍ ଧାତୁ) — 11 (ପୋଡ଼ା ଇଟା ଓ ହାଣ୍ଡି) ଉତ୍ତମରୂପେ ପୋଡ଼ିହେବା — 11(ପୋଡ଼ା ଇଟା ଓ ହାଣ୍ଡି) ଉତ୍ତମରୂପେ ପୋଡ଼ିହେବା— 11. (brick or earthen pot) To be well-burnt